ସାହାରୁଖ ଖାଁ

Shah Rukh Khan
Shah Rukh Khan in a white shirt is interacting with the media
Khan at a media event for Kolkata Knight Riders in 2012
ଜନ୍ମ ଓ ଜନ୍ମସ୍ଥାନ

Shahrukh Khan
୨ ନଭେମ୍ବର ୧୯୬୫ (1965-11-02) (୫୨ ବର୍ଷ)

[୧]
New Delhi, India[୨]
ଘରMumbai, Maharashtra, India
ଜାତୀୟତାIndian
ଶିକ୍ଷାHansraj College, Delhi University [୩]
ଜୀବିକାFilm actor, producer, television host
କାର୍ଯ୍ୟକାଳ1988–present
Islam[୪]
ଜୀବନସାଥିGauri Khan (ବିବାହ 1991–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: Gauri Khan to ସାହାରୁଖ ଖାଁ" Location: (linkback://or.wikipedia.org/wiki/%E0%AC%B8%E0%AC%BE%E0%AC%B9%E0%AC%BE%E0%AC%B0%E0%AD%81%E0%AC%96_%E0%AC%96%E0%AC%BE%E0%AC%81)
ସନ୍ତାନ3
ଦସ୍ତଖତ
ShahRukh Khan Sgnature transparent.png

ସାହାରୁଖ ଖାଁ (ଜନ୍ମ ୨ ନଭେମ୍ବର୍ ୧୯୬୫) ଭାରତର ସିନେଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ "କିଙ୍ଗ୍ ଖାନ", "ଏସ.ଆର.କେ", "କିଙ୍ଗ ଅଫ୍ ବଲିଉଡ଼" ତଥା "ବଲିଉଡ଼ ବାଦଶାହ" ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ "ଦିବାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଖାଁ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ସାହାରୁଖ ୧୪ଟି ଫିଲ୍ମଫେୟାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ଼ ଦିଲ୍ଲିଲପ କୁମାରଙ୍କ ସହିତ ।

ସାହାରୁଖ ଖାଁ ୧୯୮୦ ମସିହାର ଶେଷ ସମୟରେ ଟେଲିଭିଜନ୍ ସିରିୟଲ୍ସ୍ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୯୨ ମସିହାରେ ଦିୱାନା ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ପ୍ରବେଶ କଲେ । ଖାଁ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ "ଡର୍" (୧୯୯୩), "ବାଜିଗର୍" (୧୯୯୩), "ଅଞ୍ଜାମ୍" (୧୯୯୪), "ରାଜୁ ବନଗୟା ଜେନ୍ଟଲ୍-ମ୍ୟାନ୍" , କରନ-ଅର୍ଜୁନ, କୋଇଲା, ପରଦେଶ୍, ଦିଲ ତୋ ପାଲ ହୈ, ବାଦଶାହ, ହେ ରାମ, ଦିଲବାଲେ ଦୁଲହନିଆଁ ଲେ ଜାଏଙ୍ଗେ, କୁଛ କୁଛ ହୋତା ହେ, ଦେବଦାସ, ମହୋବ୍ବତେ, ଅଶୋକା, କଲ୍ ହୋ ନା ହୋ,ମେ ହୁଁ ନା, ବୀର୍-ଜାରା, ସ୍ଵଦେଶ୍, ପହେଲି, କଭି ଅଲବିଦା ନା କହ ନା, ଡନ, ଚକ୍ ଦେ ଇଣ୍ଡିଆ, ଓଁ ଶାନ୍ତିନ ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁ, ମାଇ ନେମ ଇଜ୍ ଖାଁ, ରା.୧ ଓ ଡନ-୨ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି। ଶାହରୁଖ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ତାଙ୍କର ଶେଷ ଚଳଚ୍ଚିତ୍ର 'ଜବ୍ ତକ୍ ହେ ଜାନ୍'ରେ ଆସିଥିଲେ । ଖାଁଙ୍କର ୨୦୧୩ -ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ର 'ଚେନ୍ନାଇ ଏକ୍ସ୍ପ୍ରେସ୍' , ଯାହାକୁ ରୋହିତ୍ ସେଟ୍ଟୀ ନିର୍ଦେଶନା ଦେଇଛନ୍ତି, ତାହା ଏ ଯାବତ୍ ହିନ୍ଦୀ ଚଳଚ୍ଚିତ୍ର-ଜଗତର ସର୍ବାଧିକ ବ୍ୟାପାର କରିଥିବା ଚିତ୍ର। ଖାଁଙ୍କର ଆଗାମୀ ଚଳଚ୍ଚିତ୍ର କିଛି ହେଲା ଫାରା ଖାନ୍ଙ୍କ 'ହାପି ନୂ ଇୟର୍' ଓ 'ରୈସ୍'। ବର୍ତ୍ତମାନ ସୁଦ୍ଧା ଖାଁ ଭାରତର ତଥା ବିଶ୍ଵର ଜଣେ ଅପ୍ରତିଦ୍ବନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ଵୀକାର କରିଛନ୍ତି । ସେ ଭାରତ ସରକାରଙ୍କଦ୍ଵାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କୁ ଫ୍ରାନ୍ସ, ମାଲୟସିଆ, ଦକ୍ଷିଣ କୋରିଆ ତଥା ବିଶ୍ଵର ବିଭିନ୍ନ ଦେଶ ସମ୍ମାନ ଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ବଳ କରିଛନ୍ତି । ଲଣ୍ଡନର ପ୍ରସିଦ୍ଧ ମାମ ଟୁଷଡ୍ ତଥା ବିଶ୍ଵର ବିଭିନ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି। ବିଶ୍ଵ ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭୁତପୂର୍ବ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନିଉଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି। ସେହିପରି ଆମେରିକାର ଜର୍ଜ୍-ଟାଉନ୍ ଇଉନିଭର୍ସିଟି ତାଙ୍କୁ ବିଶ୍ଵର ୫୦୦ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ସାମିଲ କରିଥିଲା ।ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାଁ। ତାଙ୍କର ଆର୍ଯନ୍ ଓ ସୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି। ସାହାରୁଖ ଖାଁ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ (ତାଙ୍କ ଦଳର ନାମ ହେଲା କୋଲକାତା ନାଇଟ ରାଇଡର୍ସ୍) ଭାବରେ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି । ଭାରତ ତଥା ସମଗ୍ର ବିଶ୍ଵର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ସାହାରୁଖ ଖାଁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ଵରେ ସାମିଲ ହୋଇଛନ୍ତିବର୍ତ୍ତମାନ ସେ କେବଳ ଜଣେ ଅଭିନେତା ହିସାବରେ ନୁହେ, ସମଗ୍ର ବିଶ୍ଵରେ ଭାରତର ଜଣେ ପ୍ରତିମୁଖ ଭାବରେ ଅନେକ ସ୍ଥାନରେ ଗୃହିତ ହେଉଛନ୍ତି[୫][୬]

  • ଆଧାର

ଆଧାର

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; time ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Chopra 2007, p. 27: "born on 2 November 1965 at Talwar Nursing Home, in New Delhi"
  3. "SRK finally receives graduation degree from Hansraj College after 28 years". http://indianexpress.com/article/entertainment/bollywood/shah-rukh-khan-receives-graduation-degree-after-28-years/. Retrieved 17 February 2016. 
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; ancestral ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. Kumar, Anuj (11 November 2004). "Bollywood bonanza". Chennai, India: The Hindu. http://www.hindu.com/mp/2004/11/11/stories/2004111101010300.htm. Retrieved 2009-08-16. 
  6. Kamath, Sudhish (7 December 2007). "Being SRK". Chennai, India: The Hindu. http://www.hindu.com/cp/2007/12/07/stories/2007120750010100.htm. Retrieved 16 August 2009. 
Other Languages
Afrikaans: Shah Rukh Khan
አማርኛ: ሻህሩኽ ኻን
aragonés: Shah Rukh Khan
العربية: شاه روخ خان
azərbaycanca: Şahrux Xan
беларуская: Шах Рух Хан
български: Шах Рук Хан
भोजपुरी: शाहरुख खान
brezhoneg: Shahrukh Khan
català: Shahrukh Khan
нохчийн: ШахӀ Рух Хан
کوردی: شاروخ خان
čeština: Shahrukh Khan
डोटेली: शाहरूख खान
ދިވެހިބަސް: ޝާހުރުކް ޚާން
Ελληνικά: Σαχ Ρουκ Κχαν
Esperanto: Shahrukh Khan
español: Shahrukh Khan
euskara: Shahrukh Khan
فارسی: شاهرخ خان
français: Shahrukh Khan
गोंयची कोंकणी / Gõychi Konknni: Shah Rukh Khan
ગુજરાતી: શાહરૂખ ખાન
Fiji Hindi: Shah Rukh Khan
Հայերեն: Շահրուխ Խան
Bahasa Indonesia: Shahrukh Khan
italiano: Shah Rukh Khan
Basa Jawa: Shahrukh Khan
ქართული: შაჰ რუხ ხანი
қазақша: Шахрух Хан
한국어: 샤루크 칸
कॉशुर / کٲشُر: شاہ رخ خان
Кыргызча: Шахрух Кхан
Lëtzebuergesch: Shahrukh Khan
لۊری شومالی: شا رخ خان
lietuvių: Shah Rukh Khan
latviešu: Šāhruhs Hāns
मैथिली: शाहरूख खान
മലയാളം: ഷാരൂഖ് ഖാൻ
монгол: Шарук Кан
Bahasa Melayu: Shahrukh Khan
မြန်မာဘာသာ: ရှရွတ်ခန်း
नेपाली: शाहरूख खान
Nederlands: Shahrukh Khan
پنجابی: شاہ رخ خان
português: Shahrukh Khan
Runa Simi: Shahrukh Khan
română: Shah Rukh Khan
русский: Хан, Шахрух
संस्कृतम्: शाहरूख खान
srpskohrvatski / српскохрватски: Shahrukh Khan
Simple English: Shahrukh Khan
Soomaaliga: Shahrukh Khan
svenska: Shahrukh Khan
тоҷикӣ: Шоҳрух Хон
Türkçe: Shahrukh Khan
українська: Шахрух Хан
oʻzbekcha/ўзбекча: Shahrukh Khan
vepsän kel’: Han Šahruh
Tiếng Việt: Shahrukh Khan
მარგალური: შაჰ რუხ ხანი
粵語: 沙魯克汗