ରିବାଭିରିନ

ରିବାଭିରିନ
Ribavirin.svg
Ribavirin ball-and-stick.png
Clinical data
Pronunciation vye-rin
Trade names Copegus, Rebetol, Virazole, other [୧]
AHFS/ Drugs.com monograph
MedlinePlus a605018
Pregnancy
category
  • AU: X (High risk)
  • US: X [୧]
Routes of
administration
ପାଟିରେ ଦିଆଯାଏ, ଦ୍ରବଣ solution ଆଘ୍ରାଣ କରିବାକୁ ଦିଆଯାଏ । for inhalation
ATC code
  • WHO)
Legal status
Legal status
  • AU: S4 (Prescription only)
  • CA: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
  • UK: POM (Prescription only)
  • US: Rx- କେବଳ ପ୍ରେସକ୍ରିପସନରେ ଦିଆଯାଏ ।
Pharmacokinetic data
Bioavailability 64% [୨]
Protein binding 0% [୨]
Metabolism liver and intracellularly [୨]
Biological half-life 298 hours (multiple dose); 43.6 hours (single dose) [୨]
Excretion ପରିସ୍ରାରେ (୬୧%), ମଳ (୧୨%) [୨]
Identifiers
Synonyms 1-(β-D-Ribofuranosyl)-1H-1,2,4-triazole-3-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
PDB ligand
100.164.587
Chemical and physical data
Formula C8H12N4O5
Molar mass 244.206
3D model ( Jmol)
  (verify)

ରିବାଭିରିନ (ଇଂରାଜୀ ଭାଷାରେ Ribavirin ଅନ୍ୟ ନାମ ଟ୍ରିବାଭିରିନ tribavirin) ଏକ ଆଣ୍ଟିଭାଇରାଲ ବା ଭୁତାଣୁରୋଧୀ ଔଷଧ ( anti-viral medication) ଯାହା ଆର‌.ଏସ.ଭି ସଂକ୍ରମଣ ( RSV infection), ହେପାଟାଇଟିସ ସି ଓ ଭାଇରାଲ ହେମୋରେଜିକ ଫିଭର ( viral hemorrhagic fever) ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବ‌ହୃତ ହୁଏ । ହେପାଟାଇଟିସ ସି ରୋଗ ନିମନ୍ତେ ଏହା ସିମେପ୍ରେଭିର, ସୋଫୋସବୁଭିର ( sofosbuvir), ପେଜିଣ୍ଟରଫେରନ ଆଲଫା-୨ବି ( peginterferon alfa-2b) ବା ପ୍ରେଜିଣ୍ଟରଫେରନ ଆଲଫା-୨ଏ ( peginterferon alfa-2a) ଇତ୍ୟାଦି ଔଷଧମାନଙ୍କ ସ‌ହିତ ଦିଆଯାଏ । ଭାଇରାଲ ହେମୋରେଜିକ ଫିଭର ମଧ୍ୟରେ ଲାସା ଫିଭର, କ୍ରିମିଆନ-କଙ୍ଗୋ ହେମୋରେଜିକ ଫିଭର ( Crimean–Congo hemorrhagic fever) ଓ ହାଣ୍ଟାଭାଇରସ ସଂକ୍ରମଣ ( Hantavirus infection) ରୋଗମାନଙ୍କରେ ଦିଆଯାଏ କିନ୍ତୁ ଇବୋଲା ( Ebola) ବା ମାରବର୍ଗ ( Marburg) ରୋଗରେ ଦିଆଯାଏ ନାହିଁ । ରିବାଭିରିନ ପାଟିରେ ଦିଆଯାଏ ବା ଆଘ୍ରାଣ କରିବାକୁ ଦିଆଯାଏ । [୧]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ମୁଣ୍ଡବଥା, ଅଇ, ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ଚିଡ଼ଚିଡ଼ା ଭାବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେମୋଲିଟିକ ଆନିମିଆ ( red blood cell breakdown), ଯକୃତ ସମସ୍ୟା ( liver problems) ଓ ଆଲର୍ଜି ପ୍ରତିକ୍ରିୟା ( allergic reactions) ଦେଖାଯାଏ । ଗର୍ଭାବସ୍ଥାରେ ବ୍ୟବ‌ହାର କଲେ ଶିଶୁପ୍ରତି ବିପଦ ହୁଏ । [୧] ତେଣୁ ଏହି ଔଷଧ ବ୍ୟବ‌ହାର କରିବାର ୭ ମାସ ପର୍ଯ୍ୟନ୍ତ ବିବାହିତ ପୁରୁଷ ଓ ମହିଳାମାନେ ଜନ୍ମ ନିରୋଧ କରିବାକୁ ଉପଦେଶ ଦିଆଯାଏ । [୩] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । [୧]

ରିବାଭିରିନ ସନ ୧୯୭୧ରେ ପେଟେଣ୍ଟ ହୋଇଥିଲା ଓ ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାରରେ ଲାଗିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ( World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ( health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ଏହା ଜେନେରିକ ନାମରେ ( generic medication) ବିକ୍ରୟ ହୁଏ । [୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଏକ କୋର୍ଷର ମୂଲ୍ୟ ପ୍ରାୟ ୨୦୦ ଆମେରିକୀୟ ଡଲାର । [୬]

  • ଆଧାର

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ribavirin". The American Society of Health-System Pharmacists. Retrieved 8 December 2016. 
  2. ୨.୦ ୨.୧ ୨.୨ ୨.୩ ୨.୪ "PRODUCT INFORMATION REBETOL® (RIBAVIRIN) CAPSULES" (PDF). TGA eBusiness Services. Merck Sharp & Dohme (Australia) Pty Limited. 29 April 2013. Retrieved 23 February 2014. 
  3. WHO Model Formulary ୨୦୦୮ (PDF). World Health Organization. ୨୦୦୯. p. ୧୭୭. ISBN  ୯୭୮୯୨୪୧୫୪୭୬୫୯. Retrieved ୮ December ୨୦୧୬. 
  4. Fischer, Janos; Ganellin, C. Robin (୨୦୦୬). Analogue-based Drug Discovery. John Wiley & Sons. p. ୫୦୪. ISBN  ୯୭୮୩୫୨୭୬୦୭୪୯୫. 
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016. 
  6. Hamilton, Richart (୨୦୧୫). Tarascon Pocket Pharmacopoeia ୨୦୧୫ Deluxe Lab-Coat Edition. Jones & Bartlett Learning. p. ୭୯. ISBN  ୯୭୮୧୨୮୪୦୫୭୫୬୦. 
Other Languages
العربية: ريبافيرين
تۆرکجه: ریباویرین
Deutsch: Ribavirin
English: Ribavirin
español: Ribavirina
فارسی: ریباویرین
français: Ribavirine
italiano: Ribavirina
日本語: リバビリン
한국어: 리바비린
монгол: Рибавирин
polski: Rybawiryna
português: Ribavirina
русский: Рибавирин
srpskohrvatski / српскохрватски: Ribavirin
slovenščina: Ribavirin
српски / srpski: Ribavirin
Türkçe: Ribavirin
українська: Рибавірин
中文: 利巴韦林
粵語: 利巴韋林