ଯନ୍ତ୍ରଣା

ଯନ୍ତ୍ରଣା
OuchFlintGoodrichShot1941.jpg
A woman grimacing while having an injection
ICD-10R52
ICD-9338
DiseasesDB9503
MedlinePlus002164
MeSHD010146

ଯନ୍ତ୍ରଣା (Pain) ଏକ ଅରୁଚିକର ବା ଦୁଃଖଦ ଅନୁଭବ ଯାହା ଛୁଞ୍ଚି ଫୋଡିହେବା, ନିଆଁ ଧାସ/ ପୋଡି ହେବା, କୌଣସି ଟାଣ ଯାଗାରେ ବାଜିଯିବା ଭଳି ତୀବ୍ର ବା ବିନଷ୍ଟକାରୀ ଉଦ୍ଦୀପକଦ୍ବାରା ସଂଘଟିତ ହୁଏ[୧] । ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଷ୍ଟଡି ଅଫ ପେନ ସଂସ୍ଥାର ସଂଜ୍ଞା: ଯନ୍ତ୍ରଣା (Pain) ଏକ ଅରୁଚିକର ସଂବେଦୀ ବା ଭାବପ୍ରବଣ ଅନୁଭବ(sensory and emotional experience) ଯାହା ପ୍ରକୃତ ବା ସଂଭାବ୍ୟ ତନ୍ତୁ କ୍ଷୟଦ୍ବାରା ସଂଘଟିତ ହୁଏ ।
ନିଜ ଅଙ୍ଗକୁ ରକ୍ଷା କରିବାକୁ ଯନ୍ତ୍ରଣା ଏହି ବିନଷ୍ଟକାରୀ ଅବସ୍ଥିତିଠାରୁ ଦୂରେଇ ଯିବାକୁ ଲୋକକୁ ବାଧ୍ୟ କରେ ଓ ଭବିଷ୍ୟତରେ ଏହାଠାରୁ ଦୂରେଇ ରହିବାକୁ ଚେତେଇ ଦିଏ[୨] । ଅଧିକାଂଶ କ୍ଷେତ୍ରରେ ଉଦ୍ଦୀପକଠାରୁ ଦୂରେଇ ଗଲେ ଯନ୍ତ୍ରଣା ହୁଏ ନାହିଁ । ବେଳେ ବେଳେ ଉଦ୍ଦୀପକ ନ ଥାଇ ବା ଅଙ୍ଗ ସୁସ୍ଥ ହୋଇଯାଇ ଥିଲେ ମଧ୍ୟ ଯନ୍ତ୍ରଣା ଲାଗି ରହେ ବା କୌଣସି ଉଦ୍ଦୀପକ ନ ଥାଇ ମଧ୍ୟ ଯନ୍ତ୍ରଣା ଆରମ୍ଭ ହୁଏ ।[୩]
[୪]ଆମେରିକାରେ ଯନ୍ତ୍ରଣା ଯୋଗୁ ଡାକ୍ତରୀ ପରାମର୍ଶ ଅତି ସାଧାରଣ କଥା[୫] । ଅନେକ ଭେଷଜ ରୋଗରେ ଯନ୍ତ୍ରଣା ହୁଏ ଓ ଏହା ମାନବର କର୍ମ ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରେ[୬] । ସାମାଜିକ ଆଶ୍ରୟ, ସମ୍ମୋହନ, ଉତ୍ତେଜିତ ତଥା ଅବସାଦଗ୍ରସ୍ତ କରେଇବାଦ୍ବାରା ଯନ୍ତ୍ରଣାର ମାତ୍ରା କମିଯାଏ ।[୭]

Other Languages
العربية: ألم
asturianu: Dolor
azərbaycanca: Ağrı
تۆرکجه: آغری(درد)
žemaitėška: Skausmos
беларуская: Боль
беларуская (тарашкевіца)‎: Боль
български: Болка
বাংলা: ব্যথা
bosanski: Bol
català: Dolor
کوردی: ئێش
čeština: Bolest
dansk: Smerte
Deutsch: Schmerz
Ελληνικά: Πόνος
English: Pain
Esperanto: Doloro
español: Dolor
eesti: Valu
euskara: Min
فارسی: درد
suomi: Kipuaisti
français: Douleur
Frysk: Pine
Gaeilge: Pian
galego: Dor
עברית: כאב
हिन्दी: दर्द
hrvatski: Bol (osjećaj)
Kreyòl ayisyen: Doulè
magyar: Fájdalom
հայերեն: Ցավ
Bahasa Indonesia: Rasa sakit
Ido: Doloro
íslenska: Sársauki
italiano: Dolore
日本語: 疼痛
қазақша: Ауырсыну
ಕನ್ನಡ: ನೋವು
한국어: 통증
Latina: Dolor
lietuvių: Skausmas
latviešu: Sāpes
മലയാളം: വേദന
मराठी: वेदना
Bahasa Melayu: Sakit
नेपाली: दुखाई
Nederlands: Pijn
norsk nynorsk: Smerte
norsk: Smerte
occitan: Dolor
ਪੰਜਾਬੀ: ਪੀੜ
polski: Ból
português: Dor
Runa Simi: Nanay
română: Durere
русский: Боль
sicilianu: Dogghia
Scots: Pyne
srpskohrvatski / српскохрватски: Bol
Simple English: Pain
slovenčina: Bolesť
slovenščina: Bolečina
chiShona: Kurwadziwa
shqip: Dhimbja
српски / srpski: Бол
svenska: Smärta
தமிழ்: வலி
తెలుగు: నొప్పి
Tagalog: Kirot
Türkçe: Ağrı (tıp)
українська: Біль
Tiếng Việt: Đau
Winaray: Ul-ol
吴语:
ייִדיש: ווייטאג
中文: 疼痛
Bân-lâm-gú: Thiàⁿ
粵語: