ମେକ୍ସିକୀୟ ପେସୋ

ମେକ୍ସିକୀୟ ପେସୋ
ISO 4217 କୋଡ଼MXN
କେନ୍ଦ୍ରୀୟ ବ୍ୟାଙ୍କ୍ବ୍ୟାଙ୍କ୍ ଅଫ୍ ମେକ୍ସିକୋ
 ୱେବସାଇଟ୍banxico.org.mx
User(s) ମେକ୍ସିକୋ
ମୁଦ୍ରାସ୍ଫୀତି2.74% (ଜୁଲାଇ 2015)
 ଆଧାରBanco de Mexico, ଡିସେମ୍ବର 2008
ବିଭାଜନ
 1/100ସେଣ୍ଟାଭୋ
ଚିହ୍ନ$ କିମ୍ୱା Mex$
 ସେଣ୍ଟାଭୋ¢
ଧାତବ ମୁଦ୍ରା
 Freq. used50¢, $1, $2, $5, $10
 Rarely used5¢, 10¢, 20¢, $20
ବ୍ୟାଙ୍କ୍ ନୋଟ
 Freq. used$20, $50, $100, $200, $500
 Rarely used$1000
ମୁଦ୍ରକବ୍ୟାଙ୍କ୍ ଅଫ୍ ମେକ୍ସିକୋ
 ୱେବସାଇଟ୍banxico.org.mx
ମୁଦ୍ରାଶାଳାCasa de Moneda de México
 ୱେବସାଇଟ୍cmm.gob.mx

ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା । ମେକ୍ସିକୀୟ ପେସୋ ଓ ଡଲାର ମୁଦ୍ରା ଉଭୟର ଉତ୍ପତ୍ତି ୧୫ଶ-୧୯ଶ ଶତାବ୍ଦୀ ବେଳେ ବ୍ୟବହୃତ ସ୍ପେନୀୟ ପେସୋ (ଯାହାକୁ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା)ରୁ ଏବଂ ଉଭୟ ମୁଦ୍ରା ସମାନ ଚିହ୍ନ ବ୍ୟବହାର କରନ୍ତି । [୧] ମେକ୍ସିକୀୟ ପେସୋ ପୃଥିବୀର ଅଷ୍ଟମ ସର୍ବାଧିକ ବିପଣିତ ମୁଦ୍ରା ଓ ଦକ୍ଷିଣ ଆମେରିକାର ସର୍ବାଧିକ । [୨]

ପ୍ରତି ପେସୋ ୧୦୦ ସେଣ୍ଟାଭୋସ୍ରେ ବିଭକ୍ତ ଯାହାର ଚିହ୍ନ "¢" ।

ବ୍ୟୁତ୍ପତ୍ତି

ପେସୋର ଆକ୍ଷରିକ ଅର୍ଥ ଓଜନ । ପ୍ରାରମ୍ଭତଃ ଏହା "ପେସୋସ୍ ଓରୋ" (ସୁନା ଓଜନ) ବା ପେସୋସ୍ ପ୍ଲାଟା (ରୂପା ଓଜନ) ହିସାବରେ ବ୍ୟବହୃତ ହେଉଥିଲା ।

Other Languages
Afrikaans: Meksikaanse peso
العربية: بيزو مكسيكي
azərbaycanca: Meksika pesosu
беларуская: Мексіканскі песа
বিষ্ণুপ্রিয়া মণিপুরী: মেক্সিকান পেসো
català: Peso mexicà
čeština: Mexické peso
English: Mexican peso
Esperanto: Meksika peso
español: Peso mexicano
euskara: Peso mexikar
فارسی: پزو مکزیک
français: Peso mexicain
hrvatski: Meksički pezo
interlingua: Peso mexican
Bahasa Indonesia: Peso Meksiko
italiano: Peso messicano
한국어: 멕시코 페소
lietuvių: Meksikos pesas
монгол: Мексик песо
Bahasa Melayu: Peso Mexico
Nāhuatl: Mexihco peso
Nederlands: Mexicaanse peso
português: Peso mexicano
română: Peso mexican
srpskohrvatski / српскохрватски: Meksički pezo
Simple English: Mexican peso
српски / srpski: Мексички пезос
Türkçe: Meksika pesosu
Tiếng Việt: Peso México
Bân-lâm-gú: Be̍k-se-ko peso