ମାଇକ୍ରୋସଫ୍ଟ ଉଇଣ୍ଡୋଜ

ମାଇକ୍ରୋସଫ୍ଟ ଉଇଣ୍ଡୋଜ
Windows logo and wordmark - 2012 (dark blue).png
କମ୍ପାନୀ / ସଫ୍ଟୱେର ଗଢ଼ାଳିମାଇକ୍ରୋସଫ୍ଟ
ପ୍ରଗ୍ରାମ କେଉଁଠି କରାଯାଇଛି:C, C++, Assembly[୧]
କାମର ସ୍ଥିତିPublicly released
ସ୍ରୋତ ମଡ଼େଲClosed / Shared source
ଆରମ୍ଭ ସଂସ୍କରଣନଭେମ୍ବର 20, 1985 (1985-11-20) (32 years ago), as Windows 1.0
ବ୍ୟବସାୟିକ ଲକ୍ଷPersonal computing
ମିଳୁଅଛି ଭାଷା137 languages[୨]
ଅପଡେଟ କରିବା ପ୍ରଣାଳୀ
  • Windows Update
  • Windows Anytime Upgrade
  • Windows Store
  • WSUS
ପ୍ୟାକେଜ ମ୍ୟାନେଜରWindows Installer (.msi), Windows Store (.appx)[୩]
ସହାୟକ ପ୍ଲାଟଫର୍ମARM, IA-32, Itanium, x86-64, DEC Alpha, MIPS, PowerPC
କର୍ନେଲ ପ୍ରକାର
  • Windows NT family: Hybrid
  • Windows 9x and earlier: Monolithic (MS-DOS)
ଡିଫଲ୍ଟ ଇଉଜର ଇଣ୍ଟରଫେସWindows shell
ଲାଇସେନ୍ସProprietary commercial software
ୱେବସାଇଟwindows.microsoft.com

ମାଇକ୍ରୋସଫ୍ଟ ଉଇଣ୍ଡୋଜ ମାଇକ୍ରୋସଫ୍ଟ ଅପରେଟିଙ୍ଗ ସିଷ୍ଟମ ପରିବାରର ଏକ ସଦସ୍ୟ । ଏହା ମଧ୍ୟରେ ଅନେକ ଛୋଟ ଛୋଟ ଅପରେଟିଙ୍ଗ ସିଷ୍ଟମ ରହିଛି । ବର୍ତ୍ତମାନର ସବୁଠୁ ଅଧିକ ବ୍ୟବହାର ହେଉଥିବା ଉଇଣ୍ଡୋଜ ପରିବାରର ସଦସ୍ୟ ମାନଙ୍କ ମଧ୍ୟରୁ ଉଇଣ୍ଡୋଜ ଏନ୍ ଟି, ଉଇଣ୍ଡୋଜ ଏମ୍ବେଡେଡ଼, ଏବଂ ଉଇଣ୍ଡୋଜ ଫୋନ୍ ଅନ୍ୟତମ ।

ମାଇକ୍ରୋସଫ୍ଟ ନଭେମ୍ବର ୨୦, ୧୯୮୫ରେ ପ୍ରଥମ ଥର ପାଇଁ ନିଜର ଅପରେଟିଙ୍ଗ ସିଷ୍ଟମ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା । ଏହା ଏମ ଏସ ଡସ୍ର ଏକ ଗ୍ରାଫିକାଲ ଇଣ୍ଟରଫେସ ନାମରେ ପରିଚିତ ହେଲା ।[୪]

ଜୁଲାଇ ୨୦୧୫ରେ ଉଇଣ୍ଡୋଜ ୧୦, ଏହି ଉଇଣ୍ଡୋଜର ସବୁ ଠାରୁ ନୂଆ ଅପରେଟିଙ୍ଗ ସିଷ୍ଟମ ଭାବେ ପରିଚିତ ହୋଇଥିଲା । ଯାହାକି ବର୍ତ୍ତମାନ କମ୍ପୁଟର, ଟାଵଲେଟ, ଏବଂ ଉଇଣ୍ଡୋଜ ମୋବାଇଲରେ ବ୍ୟବହାର ହେଉଛି । ଆଗକୁ ଆସୁଥିବା ଉଇଣ୍ଡୋଜ ମଧ୍ୟରେ ଉଇଣ୍ଡୋଜ ସର୍ଭର ୨୦୧୬ ଅନ୍ୟତମ ।

Other Languages
অসমীয়া: ৱিণ্ড'জ
azərbaycanca: Microsoft Windows
žemaitėška: Microsoft Windows
беларуская: Microsoft Windows
беларуская (тарашкевіца)‎: Microsoft Windows
български: Microsoft Windows
Mìng-dĕ̤ng-ngṳ̄: Microsoft Windows
corsu: Windows
Ελληνικά: Microsoft Windows
føroyskt: Windows
客家語/Hak-kâ-ngî: Microsoft Windows
עברית: Microsoft Windows
hornjoserbsce: Windows
magyar: Windows
interlingua: Microsoft Windows
Bahasa Indonesia: Microsoft Windows
la .lojban.: la canko
ქართული: Microsoft Windows
Qaraqalpaqsha: Microsoft Windows
қазақша: Microsoft Windows
Ripoarisch: Microsoft Windows
Кыргызча: Microsoft Windows
Lëtzebuergesch: Microsoft Windows
Limburgs: Windows
Ligure: Windows
lumbaart: Windows
македонски: Microsoft Windows
монгол: Microsoft Windows
Bahasa Melayu: Microsoft Windows
Dorerin Naoero: Microsoft Windows
Plattdüütsch: Microsoft Windows
Nederlands: Microsoft Windows
norsk nynorsk: Microsoft Windows
occitan: Windows
português: Microsoft Windows
Runa Simi: Windows
русский: Windows
русиньскый: Microsoft Windows
саха тыла: Microsoft Windows
srpskohrvatski / српскохрватски: Microsoft Windows
Simple English: Microsoft Windows
slovenčina: Microsoft Windows
slovenščina: Microsoft Windows
Soomaaliga: Microsoft Windows
తెలుగు: విండోస్
тоҷикӣ: Microsoft Windows
татарча/tatarça: Microsoft Windows
українська: Microsoft Windows
oʻzbekcha/ўзбекча: Microsoft Windows
vepsän kel’: Microsoft Windows
Tiếng Việt: Microsoft Windows
West-Vlams: Windows
吴语: 微软视窗
მარგალური: Microsoft Windows
ייִדיש: Windows
Bân-lâm-gú: Microsoft Windows