ଭୌଗଳିକ ଦିଗବାରେଣି

ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି)

ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ଵାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।[୧]

ଦ୍ରଷ୍ଟବ୍ୟ

  1. A Guide to coordinate systems in Great Britain v1.7 October 2007 D00659 accessed 14.4.2008
Other Languages
Alemannisch: Geografische Lage
беларуская (тарашкевіца)‎: Геаграфічныя каардынаты
Mìng-dĕ̤ng-ngṳ̄: Dê-lī cô̤-biĕu hiê-tūng
客家語/Hak-kâ-ngî: Thi-lî chhô-phêu ne-thúng
hornjoserbsce: Geografiske koordinaty
Bahasa Indonesia: Sistem koordinat geografi
íslenska: Bauganet jarðar
日本語: 地理座標系
한국어: 지리 좌표계
Lëtzebuergesch: Geographesch Koordinaten
Basa Banyumasan: Sistem koordinat geografi
Baso Minangkabau: Sistem koordinat geografis
Plattdüütsch: Geograafsche Laag
srpskohrvatski / српскохрватски: Geografske koordinate
Türkmençe: Koordinatalar
татарча/tatarça: Geografik koordinatalar
oʻzbekcha/ўзбекча: Geografik koordinatalar
中文: 经纬度
Bân-lâm-gú: Keng-hūi-tō͘