ଭାଲେଣ୍ଟିନା ତେରେସ୍କୋଭା

ଭାଲେଣ୍ଟିନା ତେରେସ୍କୋଭା
ପ୍ରଥମ ମହିଳା ମହାକାଶଚାରୀ
ଅନ୍ୟନାମ ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା
ଜାତୀୟତା ସୋଭିଏତ ୟୁନିଅନ
ଋଷିଆ
ଜନ୍ମ ୬ ମାର୍ଚ୍ଚ ୧୯୩୭ (1937-03-06) (୮୦ ବର୍ଷ)
Bolshoye Maslennikovo, Tutayevsky District, Yaroslavl Oblast, Russian SFSR, Soviet Union
ଅନ୍ୟ ଜୀବିକା Pilot
Rank General-Major, Soviet Air Force
Time in space 2days, 23hrs and 12mins
Selection Female Group
ଅଭିଯାନ ଭୋସ୍ତକ-୬
Mission insignia 20px
ପୁରସ୍କାର Hero of the Soviet Union Orden of Honour.png Orden of Friendship.png

ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା (ଜନ୍ମ : ୬ ମାର୍ଚ୍ଚ ୧୯୩୭ )ଜଣେ ଋଷୀୟ ମହିଳ ମହାକାଶଚାରୀ।୧୯୬୩ ଜୁନ ୧୬ ତାରିଖରେ ଋଷୀୟ ମହିଳ ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା ଭୋସ୍ତକ-୬ ମହାକାଶ ଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରାକରି ଇତିହାସ ରଚିଥିଲେ।ପୃଥିବୀର ପ୍ରଥମ ମହିଳା ମହାକାଶଚାରୀ ଭାବେ ଅଖ୍ୟାୟିତ ଭାଲେଣ୍ଟିନାଙ୍କ ମହାକାଶ ଯାତ୍ରା ଥିଲା ୩ ଦିନର।ସେ ମୋଟ ୨ଦିନ, ୨୩ ଘଣ୍ଟା, ୧୨ ମିନିଟ ମହାକାଶରେ ଅତିବାହିତ କରିଥିଲେ।୧୯୩୭ ମାର୍ଚ୍ଚରେ ଜନ୍ମିତ ଭାଲେଣ୍ଟିନା ମହାକାଶ ଅଭିଯାନ ଯିବାର ଅନେକ ପୂର୍ବରୁ ଟେକ୍ସଟାଇଲ ଫ୍ୟାକ୍ଟ୍ରି ଆସେମ୍ଲି କର୍ମଚାରୀ ଭାବେ କାମ କରୁଥିଲେ।ତେବେ ସଫଳ ମହାକାଶ ଯାନ ପରେ ବହୁ ଉଚ୍ଚ ପଦବିରେ ନିଯୁକ୍ତ ହେଇଥିଲେ। [୧]

  • ଆଧାର

ଆଧାର

Other Languages
azərbaycanca: Valentina Tereşkova
Bikol Central: Valentina Tereshkova
беларуская (тарашкевіца)‎: Валянціна Церашкова
Bahasa Indonesia: Valentina Tereshkova
لۊری شومالی: والنتینا ترشکوا
norsk nynorsk: Valentina Teresjkova
Simple English: Valentina Tereshkova
slovenščina: Valentina Tereškova
татарча/tatarça: Валентина Терешкова
oʻzbekcha/ўзбекча: Valentina Tereshkova
vepsän kel’: Tereškova Valentina