ବୃତ୍ତ

କୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ । ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ଵିବିମୀୟ ଜ୍ୟାମିତିକ ଆକୃତି ଅଟେ ।. ଏହାକୁ ପ୍ରଥମେ ୧୭୦୬ ମସିହାରେ ୱିଲିୟମ ଜୋନ୍ସ ନାମକ ଜ୍ୟାମିତିଜ୍ଞ ବୃତ୍ତ ଭାବେ ନାମିତ କରିଥିଲେ । [୧]

[୨]

Circle
Circle-withsegments.svg
ଗୋଟିଏ ବୃତ୍ତ (କଳାରେ ଚିହ୍ନିତ ଅଂଶ) ଏହାର ପରିଧି (C), ବ୍ୟାସ (D) ନୀଳରେ ଚିହ୍ନିତ, ବ୍ୟସାର୍ଦ୍ଧ (R) ନଳୀରେ ଚିହ୍ନିତ; ଏହାର କେନ୍ଦ୍ର (O) ଗୋଲାପୀ ରଙ୍ଗରେ ଚିହ୍ନିତ
କୋଣାର୍କ ଚକ

ଜାଣିବା କଥା

  • ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ ।
  • ଜ୍ୟା- ପରିଧିର କୌଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା ।
  • ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd'ଦ୍ଵାରା ସୂଚିତ କରାଯାଏ।
  • ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କ୍ଔଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ । ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି।
  • ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ । ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ ।
  • ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ । ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର πଦ୍ଵାରା ସୂଚିତ ହୁଏ । ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ ୨୨/୭ ଓ ଦଶମିକରେ ୩.୧୪ ଧରାଯାଏ। ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।
Other Languages
Afrikaans: Sirkel
Alemannisch: Kreis (Geometrie)
አማርኛ: ክብ
aragonés: Circumferencia
العربية: دائرة
مصرى: دايره
অসমীয়া: বৃত্ত
asturianu: Circunferencia
Aymar aru: Muyu
azərbaycanca: Çevrə
تۆرکجه: دایره
башҡортса: Әйләнә
žemaitėška: Apskrėtėms
беларуская: Акружнасць
беларуская (тарашкевіца)‎: Акружына
български: Окръжност
বাংলা: বৃত্ত
brezhoneg: Kelc'h
bosanski: Kružnica
čeština: Kružnice
Чӑвашла: Çавракăш
Cymraeg: Cylch
dansk: Cirkel
Deutsch: Kreis
dolnoserbski: Cera krejza
Ελληνικά: Κύκλος
emiliàn e rumagnòl: Serć (giumetrìa)
English: Circle
Esperanto: Cirklo
español: Circunferencia
eesti: Ringjoon
euskara: Zirkulu
فارسی: دایره
suomi: Ympyrä
føroyskt: Sirkul
français: Cercle
Nordfriisk: Kreis (geometrii)
Gaeilge: Ciorcal
贛語: 圓形
Gàidhlig: Cearcall
galego: Círculo
ગુજરાતી: વર્તુળ
Gaelg: Kiarkyl
עברית: מעגל
हिन्दी: वृत्त
Fiji Hindi: Circle
hrvatski: Kružnica
hornjoserbsce: Kružnica
Kreyòl ayisyen: Sèk (non)
հայերեն: Շրջանագիծ
interlingua: Circulo
Bahasa Indonesia: Lingkaran
Ido: Cirklo
italiano: Circonferenza
日本語: 円 (数学)
Patois: Soerkl
Basa Jawa: Bunderan
ქართული: წრეწირი
қазақша: Шеңбер
ភាសាខ្មែរ: រង្វង់
한국어: 원 (기하학)
kurdî: Gilover
Latina: Circulus
Lëtzebuergesch: Krees (Geometrie)
Limburgs: Cirkel
lumbaart: Sércc
لۊری شومالی: دایره
lietuvių: Apskritimas
latviešu: Riņķa līnija
олык марий: Оҥго
македонски: Кружница
മലയാളം: വൃത്തം
монгол: Тойрог
मराठी: वर्तुळ
Bahasa Melayu: Bulatan
မြန်မာဘာသာ: စက်ဝိုင်း
Plattdüütsch: Krink
नेपाली: वृत
नेपाल भाषा: चाकः
Nederlands: Cirkel
norsk nynorsk: Sirkel
norsk: Sirkel
occitan: Cercle
ਪੰਜਾਬੀ: ਚੱਕਰ
Norfuk / Pitkern: Sirkil
polski: Okrąg
پنجابی: چکر
پښتو: گردکه
português: Circunferência
Runa Simi: P'allta muyu
română: Cerc
armãneashti: Țercľiu
русский: Окружность
русиньскый: Круг
Scots: Raing
srpskohrvatski / српскохрватски: Kružnica
Simple English: Circle
slovenčina: Kružnica
slovenščina: Krožnica
chiShona: Denderedzwa
Soomaaliga: Goobo
shqip: Rrethi
српски / srpski: Кружница
svenska: Cirkel
Kiswahili: Duara
தமிழ்: வட்டம்
Tagalog: Bilog
Türkçe: Çember
татарча/tatarça: Әйләнә
українська: Коло
اردو: دائرہ
oʻzbekcha/ўзбекча: Aylana
vèneto: Sercio
Tiếng Việt: Đường tròn
Winaray: Lidong
吴语:
isiXhosa: Isazinge
ייִדיש: קרייז
Yorùbá: Òbìrípo
Vahcuengh: Luenz
中文:
文言:
Bân-lâm-gú: Îⁿ-hêng
粵語: 圓形