ଦ୍ୱିତୀୟ ବିଶ୍ୱଯୁଦ୍ଧ

ଦ୍ୱିତୀୟ ବିଶ୍ୱଯୁଦ୍ଧ
Infobox collage for WWII.PNG
ଉପର ବାଁ ପଟୁ ଦକ୍ଷିଣାବର୍ତ୍ତ ଭାବେ: Chinese forces in the Battle of Wanjialing, Australian 25-pounder guns during the First Battle of El Alamein, German Stuka dive bombers on the Eastern Front in December 1943, a U.S. naval force in the Lingayen Gulf, Wilhelm Keitel signing the German Instrument of Surrender, Soviet troops in the Battle of Stalingrad
Date୧ ସେପ୍ଟେମ୍ବର ୧୯୩୯ - ୨ ସେପ୍ଟେମ୍ବର ୧୯୪୫ (୬ ବର୍ଷ ୧ ଦିନ)
Locationଇଉରୋପ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ଦକ୍ଷିଣ-ପୂର୍ବ ଏସିଆ, ଚୀନ, ମଧ୍ୟପ୍ରାଚ୍ୟ, ଭୂମଧ୍ୟସାଗର, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା (ଆଫ୍ରିକାର ଶିଙ୍ଗ), (ଅଳ୍ପ କାଳ ପାଇଁ) ଉତ୍ତର ଓ ଦକ୍ଷିଣ ଆମେରିକା
Resultମିତ୍ରଶକ୍ତିଙ୍କ ବିଜୟ
  • ନାଜି ଜର୍ମାନୀର ପତନ
  • ଜାପାନୀ ଓ ଇଟାଲୀୟ ସାମ୍ରାଜ୍ୟର ପତନ
  • ଜାତିସଙ୍ଘର ସୃଷ୍ଟି
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ ଋଷିଆର ବୃହତ୍ ଶକ୍ତି ରୂପେ ଅଭ୍ୟୁଦୟ
  • ଶୀତଳ ଯୁଦ୍ଧର ପ୍ରାରମ୍ଭ
Belligerents
ମିତ୍ରଶକ୍ତିକେନ୍ଦ୍ରଶକ୍ତି
Commanders and leaders
ପ୍ରମୁଖ ମିତ୍ରଶକ୍ତି ନେତା
Soviet Union ଜୋସେଫ ଷ୍ଟାଲିନ
United States ଫ୍ରାଙ୍କଲିନ ଡ଼ି ରୁଜଭେଲ୍ଟ
United Kingdom ୱିନଷ୍ଟନ ଚର୍ଚ୍ଚିଲ
ଛାଞ୍ଚ:Country data Republic of China (1912–1949) ଚିଆଙ୍ଗ କାଇ-ଶେକ
ପ୍ରମୁଖ କେନ୍ଦ୍ରଶକ୍ତି ନେତା
Nazi Germany ଆଡ଼ୋଲ୍ଫ ହିଟଲର
Empire of Japan ହିରୋହିତୋ
Kingdom of Italy ବେନିତୋ ମୁସୋଲିନୀ
Casualties and losses
ସାମରିକ ମୃତ୍ୟୁ:
୧୬,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪୫,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୬୧,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)
ସାମରିକ ମୃତ୍ୟୁ:
୮,୦୦୦,୦୦୦ରୁ ଊର୍ଦ୍ଧ୍ୱ
ନାଗରିକ ମୃତ୍ୟୁ:
୪,୦୦୦,୦୦୦ରୁ ଊର୍ଦ୍ଧ୍ୱ
ମୋଟ ମୃତ୍ୟୁ:
୧୨,୦୦୦,୦୦୦ରୁ ଊର୍ଦ୍ଧ୍ୱ (୧୯୩୭–୪୫)

ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା[୧] ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । [୨]

Other Languages
Alemannisch: Zweiter Weltkrieg
žemaitėška: Ontra svieta vaina
беларуская (тарашкевіца)‎: Другая сусьветная вайна
Bislama: Wol Wo Tu
brezhoneg: Eil Brezel-bed
Chavacano de Zamboanga: Segunda Guerra Mundial
qırımtatarca: Ekinci Cian cenki
dolnoserbski: Druga swětowa wójna
emiliàn e rumagnòl: Secånda guèra mundièl
English: World War II
Esperanto: Dua mondmilito
estremeñu: II Guerra Mundial
Nordfriisk: Naist Wäältkrich
Gàidhlig: An Dàrna Cogadh
客家語/Hak-kâ-ngî: Thi-ngi-chhṳ Sṳ-kie Thai-chan
Fiji Hindi: World War II
hornjoserbsce: Druha swětowa wójna
Bahasa Indonesia: Perang Dunia II
Patois: Wol Waar II
Basa Jawa: Perang Donya II
къарачай-малкъар: Экинчи дуния къазауат
Ripoarisch: Zweide Weltkresch
Lëtzebuergesch: Zweete Weltkrich
Lingua Franca Nova: Gera Mundal Du
لۊری شومالی: قی جٱهۊنی دویوم
Basa Banyumasan: Perang Donya II
Baso Minangkabau: Parang Dunia II
Bahasa Melayu: Perang Dunia Kedua
မြန်မာဘာသာ: ဒုတိယ ကမ္ဘာစစ်
مازِرونی: جهونی جنگ دوم
Dorerin Naoero: Eaket Eb II
Plattdüütsch: Tweete Weltkrieg
Nedersaksies: Tweede Wereldoorlog
नेपाल भाषा: तःहताः २
norsk nynorsk: Andre verdskrigen
Norfuk / Pitkern: World War II
davvisámegiella: Nubbi máilmmisoahti
srpskohrvatski / српскохрватски: Drugi svjetski rat
Simple English: World War II
slovenščina: Druga svetovna vojna
српски / srpski: Други светски рат
Basa Sunda: Perang Dunya II
Türkmençe: İkinji Jahan Urşy
ئۇيغۇرچە / Uyghurche: ئىككىنچى دۇنيا ئۇرۇشى
oʻzbekcha/ўзбекча: Ikkinchi jahon urushi
vepsän kel’: Toine mail'man soda
Volapük: Volakrig telid