କେଶ

ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା

କେଶ (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) କେଶ କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । କେଶ କାରଣରୁ ଗରମରୁ ଅତିଶୀଘ୍ର ଶୁଖେ ନାହିଁ, କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ କେଶ ଵୃଦ୍ଧି, କେଶର ପ୍ରକାର ଏବଂ କେଶ ଯତ୍ନ ଉପରେ ମନୁଷ୍ୟର ଅଧିକତମ ଆଗ୍ରହ କେନ୍ଦ୍ରିତ ହୁଏ । କେଶ ଉପରେ ମନୋଭାବ ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ କେନ୍ଦ୍ରତ ଥାଏ ଯାହା ଭିନ୍ନ ଭିନ୍ନ ସଂସ୍କୃତି ଏବଂ ଐତିହାସିକ ପର୍ଯ୍ୟାୟରେ ବିସ୍ତୃତ ଭାବେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଯେପରିକି ସେମାନଙ୍କ ବୟସ, ଲିଙ୍ଗ, ଏବଂ ଧର୍ମକୁ ସୂଚିତ କରାଇଥାଏ । [୧]

କୋମଳ କେଶଯୁକ୍ତ ପ୍ରାଣୀ

କେଶର ପ୍ରସ୍ତୁତି ପକ୍ଷୀମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମ ଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷ ମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ, କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । ମନୁଷ୍ୟମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁକ୍ଷ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡ଼ାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟମାନଙ୍କର କିଛିମାତ୍ରାରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।

ମନୁଷ୍ୟମାନଙ୍କ ପାଇଁ କେଶର ବହୁ ଉପଯୋଗ ରହିଥାଏ । କିଛି କେଶରେ ବାର୍ନିଶ ଲେପନର ବ୍ରସ୍, ଦାନ୍ତ ସଫା କରିବାର ବ୍ରସ୍ ତିଆରି କରାଯାଏ । ଛୋଟ-ଛୋଟ କେଶ ଏକାଠି ମିଳାଇ କରି ଗୃହନିର୍ମାଣରେ ପ୍ରଯୁକ୍ତ କରାଯାଏ । ଲମ୍ବା-ଲମ୍ବା କେଶରେ କପଡ଼ା ବୁଣା ଯାଏ । ଏହି କପଡ଼ା କୋଟ ବନେଇବାରେ ଲାଇଲନ ରୂପେ କାମରେ ଆସେ । କିଛି ପଶୁ ଏବଂ ପକ୍ଷୀମାନଙ୍କ କେଶ ମଧ୍ୟ କୋମଳ ହୋଇଥିବାରୁ ବସ୍ତ୍ର, ଘରସାଜ ଜିନିଷ, କମ୍ବଳ ଆଦି ତିଆରି କରାଯାଏ ।

Other Languages
Afrikaans: Haar
አማርኛ: ፀጉር
aragonés: Pelo
العربية: شعر (تشريح)
ܐܪܡܝܐ: ܡܙܬܐ
asturianu: Pelo
авар: Рас
Aymar aru: Ñik'uta
azərbaycanca: Saç
башҡортса: Сәс
беларуская: Валасы
беларуская (тарашкевіца)‎: Валасы
български: Коса
বাংলা: চুল
brezhoneg: Blev
bosanski: Kosa (glava)
català: Pèl
ᏣᎳᎩ: ᎤᏍᏗᏰᎬ
کوردی: موو
čeština: Chlup (zoologie)
Cymraeg: Blew
dansk: Hår
Deutsch: Haar
Zazaki: Porr
Ελληνικά: Τρίχα
English: Hair
Esperanto: Haro
español: Pelo
euskara: Ile
فارسی: مو
suomi: Karva
Võro: Karv
français: Poil
Gaeilge: Gruaig
Gàidhlig: Falt
galego: Cabelo
Avañe'ẽ: Tague
गोंयची कोंकणी / Gõychi Konknni: केंस
ગુજરાતી: વાળ
עברית: שיער
हिन्दी: बाल
hrvatski: Kosa
Kreyòl ayisyen: Cheve
Հայերեն: Մազեր
Bahasa Indonesia: Rambut
Iñupiak: Nuyaq
Ido: Pilo
íslenska: Hár
italiano: Pelo
ᐃᓄᒃᑎᑐᑦ/inuktitut: ᓄᔭᐃᑦ
日本語: 毛 (動物)
Basa Jawa: Rambut
ქართული: თმა
қазақша: Шаш
ಕನ್ನಡ: ಕೂದಲು
한국어:
коми: Си
Кыргызча: Чач
Latina: Pilus
лакку: ЧӀарарду
lietuvių: Plaukas
latviešu: Mati
മലയാളം: മുടി
मराठी: केस
Bahasa Melayu: Rambut
မြန်မာဘာသာ: ဆံပင်
مازِرونی: می
Nāhuatl: Tzontli
Napulitano: Pire (anatumía)
नेपाली: कपाल
नेपाल भाषा: सँ (म्ह)
Nederlands: Haar (zoogdier)
norsk nynorsk: Hår
norsk: Hår
ਪੰਜਾਬੀ: ਵਾਲ
Pangasinan: Buek
Kapampangan: Buak
पालि: केसा
polski: Włos
پنجابی: بال
português: Cabelo
Runa Simi: Chukcha
română: Păr
armãneashti: Peru
русский: Волосы
संस्कृतम्: केशः
саха тыла: Баттах
sicilianu: Pilu
Scots: Hair
سنڌي: وار
srpskohrvatski / српскохрватски: Kosa
Simple English: Hair
slovenčina: Chlp (cicavce)
slovenščina: Las
chiShona: Vhudzi
Soomaaliga: Tin
српски / srpski: Коса
Basa Sunda: Buuk
svenska: Hår
Kiswahili: Nywele
தமிழ்: முடி
తెలుగు: వెంట్రుక
тоҷикӣ: Мӯй
Tagalog: Buhok
Türkçe: Kıl
тыва дыл: Чаъш
ئۇيغۇرچە / Uyghurche: چاچ
українська: Волосся
اردو: بال
vèneto: Caveji
Tiếng Việt: Lông
walon: Poyaedje
Winaray: Buhok
isiXhosa: Iinwele
მარგალური: თუმა
ייִדיש: האר
Yorùbá: Irun
中文: 毛发
Bân-lâm-gú: Mo͘
粵語: